ଅଧିକ ପଢନ୍ତୁ ଓଡିଶା ଖବର
ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟ୍ରୁରାଷ୍ଟ ଆସୋସିଏସନର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି ଅନ୍ୟତମ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏହି କନକ୍ଲେଭରେ ଜାମ୍ମୁ-କାଶ୍ମୀର ପର୍ଯ୍ୟଟନ ବିଭାଗର ପର୍ଯ୍ୟଟନ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ। ଜାମ୍ମୁ-କାଶ୍ମୀରର ଚମତ୍କାର ପ୍ରକୃତି, ସୁନ୍ଦର ତରଲତା, ଆଖି ଖୋସି ହୋଇଯିବା ପରି ସ୍ଥାପତ୍ୟ ସମ୍ପର୍କରେ କରାଯିବ ଆଲୋଚନା। କନକ୍ଲେଭରେ ଦେଶର ବିଶେଷଜ୍ଞମାନେ ଯୋଗ ଦେଇ ପର୍ଯ୍ୟଟନ ବିକାଶ ଉପରେ ଆଲୋଚନା କରିବେ।