ସୂଚନା ମୁତାବକ, ତନ୍ମୟ ଯେଉଁ ସ୍ଥାନରେ ବୋରୱେଲରେ ଫଶିଥିଲା, ସେଠାରେ ପଥର ଛଟାଣ ଉଦ୍ଧାର କାର୍ଯ୍ୟରେ ବାଧକ ସାଧିଥିଲା । ମେଡିକାଲ ଟିମ୍ ଓ ରେସ୍କ୍ୟୁ ଟିମ୍ ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ଉଦ୍ଧାର କାର୍ଯ୍ୟରେ ଅଧିକ ସମୟ ଯୋଗୁଁ ଅଣନିଃଶ୍ୱାସୀ ହୋଇ ତନ୍ମୟର ମୃତ୍ୟୁ ହୋଇଥିବା କୁହାଯାଉଛି । 400 ଫୁଟ ଗଭୀର ବୋରଓ୍ବେଲର 55 ଫୁଟରେ ଅଟକି ରହିଥିଲା ତନ୍ମୟ। 70 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ରେସ୍କ୍ୟୁ ଅପରେସନ ଜାରି ରହିଥିଲା। କିନ୍ତୁ ଏଥିରେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି।
ଭାରତ ଖବର ଆହୁରି ପଢନ୍ତୁ