Twitter apologized for the mistake and has informed us that they are working on a correction. By 30th November 2020, they will rectify the mistake: Meenakshi Lekhi, Chairperson, Joint Committee of Parliament on Data Protection Bill https://t.co/TmkeoWQS6S pic.twitter.com/DPLkJ8oQL3 — ANI (@ANI) November 18, 2020
ଭାରତର ମାନଚିତ୍ରକୁ ଭୁଲ ଉପସ୍ଥାପନ କରିଥିବାରୁ ଟ୍ୱିଟରର ମୁଖ୍ୟ ଗୋପନୀୟତା ଅଧିକାରୀ ଆଫିଡେଭିଟ୍ ଦେଇ କ୍ଷମା ମାଗିଛନ୍ତି। ସୂଚନାଅନୁସାରେ, ଗତ ମାସରେ ସଂସଦର ମିଳିତ କମିଟି ଡାଟା ସୁରକ୍ଷା ବିଲରେ ଲଦାଖକୁ ଚୀନର ଅଂଶ ଭାବରେ ଦର୍ଶାଇଥିବାରୁ ଟ୍ୱିଟରକୁ କଡ଼ା ସମାଲୋଚନା କରିଥିଲେ।