ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ନିପା ଭାଇରସ ଏକ ଜୁନୋଟିକ୍ ରୋଗ । ଯାହା ପଶୁଙ୍କ ଦ୍ୱାରା ସଂକ୍ରମିତ ହୋଇଥାଏ ଏବଂ ଏହା ଦୂଷିତ ଖାଦ୍ୟ କିମ୍ବା ସିଧାସଳଖ ବ୍ୟକ୍ତିଠାରୁ ବ୍ୟକ୍ତିକୁ ବ୍ୟାପିଥାଏ ।
ସଂକ୍ରମିତ ଲୋକଙ୍କ ମଧ୍ୟରେ ଏହା ଲକ୍ଷଣହୀନ ସଂକ୍ରମଣଠାରୁ ଆରମ୍ଭ କରି ତୀବ୍ର ଶ୍ୱାସ ରୋଗ ଓ ମାରାତ୍ମକ ଭଳି ଅନେକ ରୋଗ ସୃଷ୍ଟି କରିଥାଏ । ଏହି ଭାଇରସ୍ ଯୋଗୁ ଘୁଷୁରି ଭଳି ଜୀବଜନ୍ତୁଙ୍କୁ ମଧ୍ୟ ଭୟଙ୍କର ରୋଗ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।
ଆହୁରି ପଢନ୍ତୁ ଭାରତ ଖବର...