ମନ ମୋହୁଛି ଭଦ୍ରକ ଜିଲ୍ଲାର ସୀତକୁଣ୍ଡ
ଅର୍ଗସ ବ୍ୟୁରୋ: ଅଶାନ୍ତ ଉପତ୍ୟକା । ଶ୍ରୀନଗରରେ ଆତଙ୍କୀ ଆକ୍ରମଣରେ 2 ପୋଲିସକର୍ମୀ ସହିଦ । ସିସିଟିଭିରେ ଆତଙ୍କୀର ଫାୟାରିଂ ଦୃଶ୍ୟ କଏଦ ହୋଇଛି।
ବରାଜୁଲ୍ଲାରେ ପୋଲିସ ଉପରେ ଏହି ଆକ୍ରମଣ ହୋଇଥିଲା । ଆତଙ୍କୀ ହାତରେ ଏକେ-47 ଧରି ଆଖିବୁଜା ଗୁଳି ଚଳାଇଥିଲା । ତିନିଦିନରେ ଏହା ଦ୍ବିତୀୟ ଆତଙ୍କୀ ଆକ୍ରମଣ ।
ଏହି ଆକ୍ରମଣ ପାଇଁ ମୁସଲିମ ଜାବାଜ ଫୋର୍ସ ଜାମ୍ମୁ-କଶ୍ମୀର ନିଜକୁ ଦାୟୀ କରିଛନ୍ତି । ଫାୟାରିଂ ପରେ ସ୍ଥାନୀୟ ଅଞ୍ଚଳ ଶୂନଶାନ ହୋଇପଡିଛି।