ଶୁକ୍ରବାର ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ଜଣେ ଯୁବକଙ୍କୁ ବିବାହ କରିଛନ୍ତି ଦୁଇ ଯାଆଁଳା ଭଉଣୀ। ମୁମ୍ବାଇରେ ଦୁହେଁ ଆଇଟି ଇଞ୍ଜିନିୟର ଅଛନ୍ତି। ସୋସିଆଲ ମିଡିଆରେ ଦୁଇ ଭଉଣୀଙ୍କ ବିବାହ ଫଟୋ ଖୁବ୍ ଭାଇରାଲ ହୋଉଛି। ଏହି ବିବାହ ଆଇନସମ୍ମତ ଅଛି କି ନାହଁି ବୋଲି ପ୍ରଶ୍ନ କରିଛନ୍ତି। କିଛି ଲୋକ ଏହା କୁ ପରିହାସ କରୁଛନ୍ତି। ଯାଆଁଳା ଭଉଣୀଙ୍କ ନାମ ପିଙ୍କି ଓ ରିଙ୍କି ବୋଲି ଜଣା ପଡିଛି। ପିଙ୍କି ଓ ରିଙ୍କି ଅତୁଲ ନାମକ ଯୁବକ କୁ ବିବାହ କରୁଛନ୍ତି। ଏହା ପ୍ରେମ ବିବାହ ବୋଲି ଜଣା ପଡିଛି। ଅତୁଲ ନାମକ ଯୁବକ ହେଉଛନ୍ତି ତାଙ୍କ ପଡୋସି ଘର। ଏହି ବିବାହରେ ଉଭୟ ଖୁସି ଅଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଗୋଟିଏ ବରକୁ ବାହା ହେଲେ ଦୁଇ ଭଉଣୀ

ଅର୍ଗସ ବ୍ୟୁରୋ : ବିବାହ ହେଉଛି ସାତ ଜନ୍ମର ମିଳନ। ନିଜ ନିଜ ବିବାହକୁ ନେଇ ଅନେକ କିଛି ଭାବିଥାନ୍ତି ସବୁ ଝିଅ। କିନ୍ତୁ ଏହି ବାହାଘର ପୁରା ନିଆରା । ଗୋଟିଏ ବର କୁ ବିବାହ କଲେ ଦୁଇ ଭଉଣୀ। କଥା ଟି ଆପଣ ମାନକୁ ଅଜବ ଲାଗୁଥିଲେ ବି କଥାଟି ପୁରା ସତ।
Download Argus News App
