ସମସ୍ତ ଟେଣ୍ଡର କାର୍ଯ୍ୟ ଦିଆ ସରିଛି ଏବଂ ଖୁବ୍ଶୀଘ୍ର ଏହା ଚୂଡ଼ାନ୍ତ ହେବ ବୋଲି ଟ୍ବିଟ୍ କରି ଜଣାଇଛନ୍ତି ରେଳମନ୍ତ୍ରୀ। ସେପଟେ ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାରେ ରେଳ ଇନଫ୍ରାଷ୍ଟ୍ରକଚର ଉନ୍ନତି ଓ ବିଭିନ୍ନ ସ୍ଥାନକୁ ରେଳ ସଂଯୋଗ ଦିଗରେ ଗୁରୁତ୍ବ ଦେଉଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ