ଅନ୍ୟପଟେ ଗୁଜୁରାଟ ଗସ୍ତ ସମୟରେ ଗୃହମନ୍ତ୍ରୀ ଜୁନାଗଡରେ ଏପିଏମସି କିଶନ ଭବନ ଉଦଘାଟନ କରିବା ସହ ଜୁନାଗଡ ଜିଲ୍ଲା ବ୍ୟାଙ୍କର ମୁଖ୍ୟାଳୟର ମୂଳଦୁଆ ପକାଇବା ନେଇ କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଗୁଜୁରାଟ ଗିର୍ ସ୍ଥିତ ସୋମନାଥ ମନ୍ଦିରରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ । ପିରବାର ସହ ସୋମନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବା ସହ ମହାଦେବଙ୍କ ଆଶିଷ ନେଇଛନ୍ତି ଶାହ । ଏହାସହ ଏଠାରେ ସୋମନାଥ ଟ୍ରଷ୍ଟ ମୋବାଇଲ୍ ଆପ୍ ଲଞ୍ଚ କରିବେ । ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଇ-ଲଞ୍ଚ କରିବେ ବୋଲି ସୂଚନା ରହିଛି ।
ଅନ୍ୟପଟେ ଗୁଜୁରାଟ ଗସ୍ତ ସମୟରେ ଗୃହମନ୍ତ୍ରୀ ଜୁନାଗଡରେ ଏପିଏମସି କିଶନ ଭବନ ଉଦଘାଟନ କରିବା ସହ ଜୁନାଗଡ ଜିଲ୍ଲା ବ୍ୟାଙ୍କର ମୁଖ୍ୟାଳୟର ମୂଳଦୁଆ ପକାଇବା ନେଇ କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର...