ଅଧିକ ପଢନ୍ତୁ : ଆସନ୍ତା ୨୬ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା
ପରେ ଗାନ୍ଧିନଗରରେ ଭାରତୀୟ ଦୁଗ୍ଧ ସଂଘ ଦ୍ବାରା ଆୟୋଜିତ ୪୯ ତମ ଦୁଗ୍ଧ ଶିଳ୍ପ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଶେଷରେ ଅମିତ୍ ଶାହା ଏମଏସ ବିଶ୍ବବିଦ୍ୟାଳୟର କନଭୋକେସନ୍ ଗ୍ରାଉଣ୍ଡରେ ମହାରାଜା ସାୟାଜିରାଓ ବିଶ୍ବବିଦ୍ୟାଳୟର ସମାରୋହରେ ଯୋଗ ଦେଇଛନ୍ତି । ଆସନ୍ତାକାଲି ଗୃହମନ୍ତ୍ରୀ ଜୁନାଗଡ ଜିଲ୍ଲା ବ୍ୟାଙ୍କ ମୁଖ୍ୟାଳୟର ମୂଳଦୁଆ ପକାଇ ଜୁନାଗଡର ଏପିଏମସି ଡୋଲାଟପାରା ଠାରେ କୃଷି ଶିବିରରେ ଏପିଏମସି କିସାନ ଭବନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।