ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ତଥ୍ୟ ଦେବା ପାଇଁ ପ୍ରଶାସନ ବିଆରଡି ମେଡିକାଲ କଲେଜକୁ କହିଛନ୍ତି । ଇତି ମଧ୍ୟରେ ସଂକ୍ରମିତଙ୍କ ସମ୍ପୂର୍ଣ୍ଣ ତଥ୍ୟ ଏବଂ ସେ କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଡାଟା ସଂଗ୍ରହ କରାଯାଇ ସାରିଛି । ମୃତକ ରୋଗୀର ବୟଷ ୬୬ ବର୍ଷ ଥିଲା। ମୃତକ ସନ୍ଥକବିରନଗର ଜିଲ୍ଲାରେ ରହୁଥିଲେ।
କପ୍ପା ଭ୍ୟାରିଆଂଟର ପ୍ରଥମ ରୋଗୀ ମୃତ
Download Argus News App
