ଏତିକି ଥରରେ ମୋଟ ୧୨.୮ ଲକ୍ଷ କୋଟି ଟଙ୍କାର କାରବାର ମଧ୍ୟ ହୋଇଛି ଯାହା ଏକ ରେକର୍ଡ଼ । ଦେଶର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତରଫରୁ ଡିସେମ୍ବର ପାଇଁ ରଖା ଯାଇଥିବା ଟାର୍ଗେଟ୍ ସଠିକ୍ ସମୟରେ ପୁରଣ ହୋଇଛି ବୋଲି ମନ୍ତ୍ରଣାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରୁ ଜଣପଡ଼ିଛି ।
ଭାରତର ଡିଜିଟାଲ କାରବାର ବିପ୍ଳବରେ ୟୂପିଆଇର ସବୁଠୁ ବଡ଼ ଅବଦାନ

ଅର୍ଗସ ବ୍ୟୁରୋ : ଭାରତର ଡିଜିଟାଲ କାରବାର ବିପ୍ଳବରେ ୟୂପିଆଇର ସବୁଠୁ ବଡ଼ ଅବଦାନ । ୨୦୨୨ ଡିସେମ୍ବରରେ ୟୂପିଆଇ ମାଧ୍ୟମରେ ହୋଇଛି ରେକର୍ଡ଼ ପରିମାଣର କାରବାର । କେବଳ ୨୦୨୨ ଡିସେମ୍ବରରେ ୭୮୨ କୋଟିରୁ ଅଧିକ ଥର ୟୂପି୍ରାଇ ମାଧ୍ୟମରେ କାରବାର ହୋଇଥିବାର ଜଣାପଡ଼ିଛି ।
Download Argus News App
