ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ କିପରି ୟୂପିର ପ୍ରତ୍ୟୋକ ବିଧାସଭା କ୍ଷେତ୍ରରେ କଲ୍ୟାଣମୂଳକ କାମ କରିପାରିବ ଏବଂ ବିଧାୟମମାନେ କିପରି ଏହା ସହ ଯୋଡ଼ି ହୋଇପାରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଛି ବୋଲି ପ୍ରକାଶ କରିଛନ୍ତି ବିଧାନସଭା ବାଚସ୍ପତି ।
ଆଜି ୟୂପି ବିଧାନସଭା ପରିଦର୍ଶନ କରିଛି ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିନିଧି

ଅର୍ଗସ ବ୍ୟୁରୋ : ଆଜି ୟୂପି ବିଧାନସଭା ପରିଦର୍ଶନ କରିଛି ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିନିଧି । ଫାଉଣ୍ଡେସନର ଉପାଧ୍ୟକ୍ଷା ମେଲିଣ୍ଡା ଗେଟ୍ସ ୟୂପି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବିଧାୟକଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ । ସମାଜର ତଳ ସ୍ତରର ନାଗରିକ ତଥା ସେମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସାମାଜିକ ନିରାପତ୍ତା ନେଇ ଫାଉଣ୍ଡେସନର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିବାର ଜଣାପଡ଼ିଛି ।
Download Argus News App
