ପଶ୍ଚିମବଙ୍ଗରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ୩୦ ଯାଏ ଭୋଟ୍ ଗ୍ରହଣ କରାଯିବ । ସେହିଭଳି ଆସାମରେ ଭୋଟିଂ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ହେବ । ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଆସାମବାସୀଙ୍କୁ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଟ୍ୱିଟ୍ କରିଛନ୍ତି ।
ପଶ୍ଚିମବଙ୍ଗ- ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଆରମ୍ଭ, ବିପୁଳ ସଂଖ୍ୟାରେ ମତଦାନ କରିବାକୁ ମୋଦିଙ୍କ ଅପିଲ
ପ୍ରେମିକ ସାଜିଲା ଦଲାଲ

ଅର୍ଗସ ବ୍ୟୁରୋ: ନବରଙ୍ଗପୁରରେ ପ୍ରେମିକ ସାଜିଲା ଦଲାଲ । ବିବାହର ପ୍ରତିଶୃତି ଦେଇ ପ୍ରଥମେ ଶାରିରୀକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଅନ୍ୟ ପୁରୁଷକୁ ବିକ୍ରି କରିଦେଇଥିବା ଅଭିଯୋଗ । ୭୦ ହଜାର ଟଙ୍କାରେ ଯୁବତୀଙ୍କୁ ବିକି ଦେଲା ଦଲାଲ ପ୍ରେମିକ । ଫେସବୁକରେ ପ୍ରେମ ପରେ ଯୁବତୀଙ୍କୁ ଘରୁ ଉଠାଇନେଇଥିଲା ଗୋଲମୁଣ୍ଡାର ଅମିତ ତାଣ୍ଡି । ପରେ ରାଜ୍ୟ ଓ ରାଜ୍ୟ ବାହାର
Download Argus News App
