Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଭୁବନେଶ୍ୱର ପ୍ରାର୍ଥୀ ଟେନସନ୍ ଭିତରେ ନବୀନ ନିବାସରେ ବଡ଼ ବୈଠକ
ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ
ଅର୍ଗସ ବ୍ୟୁରୋ: ସରକାରୀ ଯୋଜନା ଏଠାରେ ସାତ ସପନ। ଗାଁକୁ ଯିବାକୁ ନାହିଁ ରାସ୍ତା। ଘଞ୍ଚ ଜଙ୍ଗଲ ଭରା ଖାଲଖମା ରାସ୍ତା ଏଠାରେ ଆତଯାତ କରିବାର ମାଧ୍ୟମ। ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଡୁମ୍ବାଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାରାଣ୍ଡି ଗାଁ। ୨୦୦ ପରିବାର ରହୁଥିବା ଏହି ଗାଁରେ ସରକାରଙ୍କ ସ ବୁ ଯୋଜନା ଅପହଞ୍ଚ। ବସୁଧା ଯୋଜନାରେ ଜଳଯୋଗାଣ ଅପହଞ୍ଚ ଥିବା ଯୋଗୁଁ ଲୋକେ ନିଜ ଟଙ୍କ
ବିସ୍ଥାପିତଙ୍କୁ ରାଜ୍ୟ ସରକାରଙ୍କ ଧୋକା
ଅର୍ଗସ ବ୍ୟୁରୋ: 1984 ମସିହାରେ ଦଶପଲ୍ଲା କୁଆଁରିଆ ଜଳସେଚ଼ନ ଜଳଭଣ୍ଡାର ନିର୍ମାଣ ହୋଇଥିଲା। କିନ୍ତୁ ଜଳଭଣ୍ଡାର ଗର୍ଭରେ ବସବାସ କରୁଥିବା ଅଧିବାସୀମାନେ ହରାଇଥିଲେ ନିଜ ଭିଟାମାଟି। ଜୀବନ ଜୀବିକା ହରାଇ ବିସ୍ତାପିତ ହେଲେ ,ବଞ୍ଚିବା ପାଇଁ ରାହା ଖୋଜିଲେ। ସରକାରଙ୍କଠୁ ମିଳିଥିଲା ପ୍ରତିଶୃତିର ଲମ୍ବା ତାଲିକା। ବାଘୁଆ ନାଳ ଓ ନୂଆ ଓଡ଼ଶର ଗାଁରେ ବସତି ସ୍ଥାପନ କରି ଆଜି ଯାଏଁ ଜୀବ