ଚୀନ ସରକାର ଦେଶରୁ ଜିରୋ କୋଭିଡ ନୀତି ହଟାଇଛି । ଏହାପରେ ଦେଶର ସ୍ଥିତି କଣ ରହିଛି ତା ଉପରେ ବିଶ୍ବର ନଜର। ଜାନୁଆରୀ ୮ରେ ଚୀନର ସମସ୍ତ ସିଲ ସୀମା ଖୋଲାଯିବ। କ୍ୱାରେଣ୍ଟିନ୍ ହଟାଯିବ ଓ RTPCR ଟେଷ୍ଟ କରାଯିବନି ବୋଲି ଜିନପିଙ୍ଗ ସରକାର ଘୋଷଣା କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଚୀନରେ ସଂକ୍ରମଣ ଏତେ ଦ୍ରୁତି ଗତିରେ କାହିଁକି ବ୍ୟାପୁଛି ? ପ୍ରକୃତରେ କେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି ?
ଭାରତ ଖବର ଆହୁରି ପଢ଼ନ୍ତୁ ।