ତେବେ ଆସନ୍ତା ୧୮ ତାରିଖ ଯାଏ ଶୀତ ଲହରୀ ଜାରି ରହିବା ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ । ଥଣ୍ଡାକୁ ଦୃଷ୍ଟିରେ ରାଜସ୍ତାନର ଉଦୟପୁର ଓ ବିକାନର ସହରରେ ୧୮ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ଉତ୍ତର ପଶ୍ଚିମରେ ଥରାଉଛି ଥଣ୍ଡା

ଅର୍ଗସ ବ୍ୟୁରୋ : ଉତ୍ତର ପଶ୍ଚିମରେ ଥରାଉଛି ଥଣ୍ଡା । ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ରାଜସ୍ଥାନରେ ପ୍ରବଳ ଶୀତ ଲହରୀ ଜାରି । ଠଣ୍ଡା ଯୋଗୁଁ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ଘନ କୁହୁଡ଼ି ସାଙ୍ଗକୁ ଥଣ୍ଡା ପବନରେ କଲବଲ ହେଉଛନ୍ତି ଲୋକେ ।
Download Argus News App
