ଏହି ସମୟରେ ପବନ ର ବେଗ 80 ରୁ 90କିଲୋମିଟର ପ୍ରତି ଘଂଟା ହୋଇପାରେ। ବର୍ତ୍ତମାନ ଏହା ପୂର୍ବ - ଦକ୍ଷିଣ ପୂର୍ବ ଗୋପାଳପୁର ରୁ 670 କିଲୋମିଟର ଏବଂ ଆନ୍ଦ୍ର ପ୍ରଦେଶ ର ପୂର୍ବ କଳିଙ୍ଗପାଟନମ ରୁ 740 କିଲୋମିଟର ରେ ରହିଛି ।
ଏହି ସମୟରେ ସମୁଦ୍ର ରେ ଉଚ୍ଚ ଜୁଆର ଆସୁଥିବାରୁ ମତ୍ସ୍ୟଜୀବୀ ଭାଇ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।