ସେଥିମଧ୍ୟରୁ 246 ଭାରତୀୟ ଖେଳାଳି ହୋଇଥିଲା ବେଳେ 163 ବିଦେଶୀ ଖେଳାଳି ରହିଛନ୍ତି। ବିସିସିଆଇ ପ୍ରଥମ ଥର ପାଇଁ ଏହି ମହିଳା ପ୍ରିମୀୟମ ଲିଗ ଆୟୋଜନ କରୁଛି । ଏହା ମାର୍ଚ୍ଚ 4 ରୁ 26 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ । ଏହି ପ୍ରିମୀୟମ ଲିଗ ରେ ମୋଟ 22 ଟି ମ୍ୟାଚ ଖେଳାଯିବ।
ଅଧିକ କ୍ରୀଡା ନ୍ୟୂଜ଼ ପଢନ୍ତୁ