୧୫ ତାରିଖରେ ପରବର୍ତ୍ତି ଗ୍ରୁପ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍କୁ ଭେଟିବ ଭାରତ । ସେହିପରି ୧୮ ତାରିଖରେ ଇଂଲଣ୍ଡ ଓ ୨୦ରେ ଆୟରଲାଣ୍ଡ ସହ ହେବ ମୁକାବିଲା । ୨୩ ଓ ୨୪ ତାରିଖରେ ସେମିଫାଇନାଲ୍ ଥିବା ବେଳେ ୨୬ରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ତେବେ ଚଳିତ ବର୍ଷ ଅଣ୍ଡର-୧୯ ମହିଳା ଦଳ ଇଂଲଣ୍ଡକୁ ପରାସ୍ତ କରି ବିଶ୍ବକପ ଜିତିଥିବା ବେଳେ ମହିଳା ଟିମ୍ ମଧ୍ୟ ଏହି ସଫଳତାକୁ ଦୋହରାଇବ ବୋଲି ବିଶ୍ବାସ ରଖିଛନ୍ତି ଦେଶବାସୀ ।
କ୍ରୀଡା ଖବର ଆହୁରି ପଢନ୍ତୁ