ଅଧିକ ପଢନ୍ତୁ: ଆଶଙ୍କା ଭିତରେ ଉତ୍ତରକାଶୀ ଟନେଲରୁ ଆସିଛି ଆଶ୍ବସ୍ତିର ଖବର
ସେପଟେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ପୁଷ୍କର ସିଂ ଧାମୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଯଦି ଆଗର୍ ମେସିନ୍ ସଠିକ୍ ଭାବରେ କାମ କରେ ତେବେ ଆମେ ଶୀଘ୍ର ଶ୍ରମିକଙ୍କ ନିକଟରେ ପହଞ୍ଚି ପାରିବା ବୋଲି କହିଛନ୍ତି ନୀତିନ ଗଡକରୀ । ଯଥାଶୀଘ୍ର ସେମାନଙ୍କୁ ବାହାର କରିବା ଉତ୍ତରାଖଣ୍ଡ ସରକାର ଏବଂ ଭାରତ ସରକାରଙ୍କ ପ୍ରାଥମିକତା । ଏହି ପରିପ୍ରେକ୍ଷୀରେ ସମସ୍ତ ଅଧିକାରୀଙ୍କ ସହ ଗତକାଲି ବୈଠକ ହୋଇଥିଲା । ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି, ରାଜ୍ୟ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ଖୁବ ଶୀଘ୍ର ଶ୍ରମିକଙ୍କୁ ଉଦ୍ଧାର କରାଯିବ ।
ଭାରତ ଖବର ଆହୁରି ପଢନ୍ତୁ