ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
୧୧ରେ ଭାରତ ଆସିବେ ଚୀନ ରାଷ୍ଟ୍ରପତି, ମୋଦିଙ୍କ ସହ ହେବ ସାକ୍ଷାତ
ଅର୍ଗସ ବ୍ୟୁରୋ: ୧୧ ଅକ୍ଟୋବରରେ ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ଶୀ. ଜିନପିଙ୍ଗ । ସେ ଦୁଇଦିନିଆ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚେନ୍ନାଇରେ ସାକ୍ଷାତ କରିବେ । ଏହି ସମୟରେ ଦୁଇ ନେତା 4 ଟି ଭିନ୍ନ ଭିନ୍ନ ବୈଠକ କାରିବେ । ଏହି ବୈଠକର ସମୟ ପାଖାପାଖି 5 ଘଣ୍ଟା ରହିବ ।
ଏହାପରେ ପିଏମ୍ ମୋଦି ଓ ଚୀନ୍ ରାଷ୍ଟ୍ରପତି ସମୁଦ୍ରକୂଳରେ ଅବସ୍ଥାପିତ କରିବେ । ଯେଉଁଠାରେ କି ବଙ୍ଗାଳର ଖାଡ଼ୀ ଦୃଶ୍ୟମାନ ହେବ । ଜିନପିଙ୍ଗ 24 ଘଣ୍ଟା ଚେନ୍ନାଇ ଏବଂ ତାର ଆାଖପାଖରେ ସମୟ ବତିବାହିତ କରିବେ । ଶୁକ୍ରବାର ଦିନ 2.30 ମିନିଟ୍ରେ ଚେନ୍ନେଇରେ ପହଞ୍ଚି ତା ପରଦିନ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ।
Download Argus News App
