ବିଗତ 32 ବର୍ଷ ହେଲାଣି ଯୋଗୀ କେବେ ପ୍ୟାଣ୍ଟ ସାର୍ଟ କିମ୍ବା ସୁଟ୍ ପିନ୍ଧି ନାହାନ୍ତି । ଗେରୁଆର ରଙ୍ଗର ଏହି ପୋଷାକରେ ଜୀବନ ବିତାଉଛନ୍ତି । ବିଦେଶ ହେଉ କି ଯେ କୌଣସି ସ୍ଥାନ ତାଙ୍କର ଏମିତି ହିଁ ଷ୍ଟାଇଲ୍ । ତାଙ୍କର ଏହି ଷ୍ଟାଇଲ୍ ଫ୍ୟାସନ ଏଣ୍ଡଷ୍ଟ୍ରୀରେ ମଧ୍ୟ ଚହଳ ପକାଇଥିଲା । ଯେପରି ମୋଦିଙ୍କ କୁର୍ତ୍ତାକୁ କୁହାଯାଉଥିଲା ମୋଦି କୁର୍ତ୍ତା ସେହିପରି ଯୋଗୀ ଆଦିତ୍ୟନାଥଙ୍କ ଏହି ବେଶ ପୋଷାକକୁ କୁହାଯାଉଛି ନାଖୁନି ସାଦା କୁର୍ତ୍ତା ।
ରାଜନୀତି ଖବର ଆହୁରି ପଢନ୍ତୁ ।
चेहरे पर 5 रुपये का मास्क, 100 रुपये का गमछा, 150 का कुर्ता, 200 की धोती और 250 का चप्पल पहनने वाला मुख्यमंत्री मिला है उत्तर प्रदेश को
जय श्री राम तो बनता हैhttps://t.co/gmmdFe4aaD pic.twitter.com/MXyxl7Y89U — Anuj Kumar Bajpai (@AnujBajpai_) February 2, 2023