ଘର ଉପରେ କିମ୍ବା କାନ୍ଥରେ ଛୋଟ ଆଣ୍ଟେନା ଲଗାଇ ଲୋକମାନେ ଫ୍ରି -ଟୁ ଏୟାର ଟିଭି ଚ୍ୟାନେଲଗୁଡିକୁ ଦେଖିପାରିବେ ଏବଂ ରେଡ଼ିଓ ଚ୍ୟାନେଲକୁ ମଧ୍ୟ୍ୟ ହାସଲ କରିପାରିବେ। ତେବେ ଟ୍ୟୁନର ସୁବିଧା ଟିଭିକୁ ନେଇ ଏପର୍ଯ୍ୟନ୍ତ ଚୁଡାନ୍ତ ନିଷ୍ପତି ନିଆଯାଇନାହଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଭାରତ ନ୍ୟୁଜ ଆହୁରି ପଢନ୍ତୁ
ଇନ୍-ବିଲଟ୍ ଟ୍ୟୁନର୍ ବ୍ୟବସ୍ଥା କରିବା ଲାଗି ବ୍ୟୁରୋ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଷ୍ଟାଣ୍ଡାର୍ଡ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ନେଇ ଟିଭି ନିର୍ମାତାମାନଙ୍କ ପାଇଁ ଗତ ଡିସେମ୍ବରରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣୁବ ଏକ ନିର୍ଦେଶନାମା ଜାରି କରିଥିଲେ ।
ଅଧିକ ଟେକ୍ନୋଲୋଜ ନ୍ୟୂଜ଼ ପଢନ୍ତୁ