ନୟାଗଡ,କଟକ ଓ ଖୋର୍ଦ୍ଧାକୁ ଆସନ୍ତାକାଲି ସକାଳ 8ଟା ଯାଏ ୱାର୍ଣ୍ଣିଂ କରାଯାଇଛି । ଶିଶୁ, ବୟସ୍କ ଓ ରୋଗୀଙ୍କୁ ମଧ୍ୟାହ୍ନରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜଧାନୀରେ ସର୍ବାଧିକ ତାପମାତ୍ରା 42 ଡିଗ୍ରି ଉପରେ ରହିଛି।
ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି
Download Argus News App
