ହତ୍ୟା ଘଟଣା ପଛରେ ପ୍ରେମ ସଂପର୍କ ସୂଚନା...
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର 4ଟି ବ୍ଳକରେ କାଳ ବୈଶାଖି ଦଖିବାକୁ ମିଳିଛି। ଯାହା ଫଳରେ ପ୍ରଥମେ ଘଡଘଡି ଜୋରରେ ପବନ ବହିଥିଲା। ଏତେ ମାତ୍ରାରେ ପବନର ବେଗ ଥିଲା ଯେ ଧୁଳି ଧୂଆଁରେ ଲୋକେ ଅଣନିଶ୍ବାସୀ ହୋଇପଡିଥିଲେ। ଘରୁ ବାହାରି ପାରିନଥିଲେ। ପରେ ଘନ ଅନ୍ଧକାର ସାଙ୍ଗକୁ ଵାଦଲ ଫଟା ବର୍ଷା ଯାରି ରହିଛି।
ଲୋକେ ଏବେ ଘରୁ ବାହାରିବା କଷ୍ଟ ସାଦ୍ଧ ହୋଇପଡ଼ିଛି। ଏହିପରି ଯଦି ବର୍ଷା ଯାରି ରହେ ତାହେଲେ ଜୀବନ ଜୀବିକା ଏକ ପ୍ରକାରର ଠପ ହେବା ସହିତ ଆଗାମୀ ଦିନରେ ପୁଣି ଲେଉଟିବ ସୀତ । ସେହିପରି କୋଇଡା ଅଞ୍ଚଳରେ ପୂଣି ତୁଷାର ପାତ ହେବ ବୋଲି ଆକଳନ କରାଯାଇଛି ।