ଏଥିଯୋଗୁଁ ଓଡ଼ିଶାକୁ ବିପଦ ନଥିଲେ ହେଁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। କିନ୍ତୁ ପବନର ପ୍ରଭାବ ଓଡ଼ିଶାରେ ରହିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ 25 ଓ 26 ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ।
24 ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ‘ନିଭାର’

ଭୁବନେଶ୍ୱର: ବଙ୍ଗୋପସାଗରରେ ରହିଥିବା ଅବପାତ ଗତକାଲି ରାତି ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ‘ନିଭାର’ରେ ପରିଣତ ହୋଇଛି। ଆସନ୍ତା 24 ଘଣ୍ଟାରେ ଏହା ସମୁଦ୍ର ମଧ୍ୟରେ ଅଧିକରୁ ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟାର ରୂପ ନେବ। ଆଜି ସଂଧ୍ୟା ସୁଦ୍ଧା ଏହା ତାମିଲନାଡ଼ୁ ଓ ପୁଡୁଚେରି ନିକଟରେ ଉପକୂଳ ଛୁଇଁବ ବୋଲି ଆଜି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ମହାରାଷ୍ଟ୍ରର ଚାଣକ୍ୟ

ଅର୍ଗସ ବ୍ୟୁରୋ : ଭାଙ୍ଗି ଗଲା ଉଦ୍ଧବ ଠାକରେଙ୍କ ମହା ବିକାଶ ଆଘାଡି ସରକାର । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଧେ । ବିଜେପିର ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ହାତେଇ ପାରନ୍ତି ବୋଲି ହେଉଥିଲା ଚର୍ଚ୍ଚା । କିନ୍ତୁ ନିଜକୁ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ରଖି, ଫଡନାଭିସ ସୁଚେଇ ଦେଲେ ଯେ, ସେ ହେଉଛନ୍ତି ରାଜନୀତିର ପୋଖତ ଖେଳାଳି । ସ
Download Argus News App
