କଷ୍ଟମର କେୟାର ନାଁରେ ଠକେଇ ଘଟଣାର ପର୍ଦ୍ଦାଫାଶ ....
ସମ୍ବଲପୁର: ସମ୍ବଲପୁରରେ ପୁଣି ଶିକ୍ଷକଙ୍କ ଅବହେଳାର ଦୃଶ୍ୟ । ବିନା ୟୁନିଫର୍ମରେ ସ୍କୁଲକୁ ଶିକ୍ଷକ ଆସିଥିବା ବେଳେ ଧରା ପଡି ବାଢିଛନ୍ତି ଅଦ୍ଭୁତ ଯୁକ୍ତି । ମହାନଗର ନିଗମର ୧ ନମ୍ବର ୱାର୍ଡ ବଡସିଂହାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଆସିଫ୍ ଅଖତର ବିନା ୟୁନିଫର୍ମରେ ସ୍କୁଲକୁ ଆସିଥିଲେ । ଏହି ସ୍କୁଲରେ ୫ ବର୍ଷ ହେଲାଣି ନିଯୁକ୍ତି ଅଛନ୍ତି କିନ୍ତୁ ସ୍କୁଲକୁ ଅଧିକାଂଶ ଦିନ ବିନା ଯୁନିଫର୍ମରେ ଆସୁଥିବା ଅଭିଯୋଗ ହୋଇଛି ।