
ଭୁବନେଶ୍ଵର : କୋରୋନା ମୁକାବିଲା ପାଇଁ ଲକଡାଉନ୍ ସମୟରେ ଲୋକମାନଙ୍କ ଘରୁ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଛି। ତେବେ ଏହି ସମୟରେ ଲୋକମାନେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହଇରାଣ ନହୁଅନ୍ତି ସେଥିପାଇଁ ବିଏମସି ପକ୍ଷରୁ ସାମୟିକ ଭାବେ ହୋମ ଡେଲିଭରିର ବ୍ୟବସ୍ଥା କରାଯାଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ୨୮ଟି ସପିଂ ମଲ୍ ଦ୍ବାରା ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଯୋଜନା କରାଯାଇଛି। ଏବେ ଲକଡଉନ ସମୟରେ ଲୋକମାନେ ସେମାନଙ୍କର ନିକଟସ୍ଥ ଷ୍ଟୋରକୁ ଅତ୍ୟାବଶ୍ୟକ ସାମଗ୍ରୀ ସବୁ ହ୍ଵାଟସଆପ କଲେ ତାଙ୍କ ଦ୍ଵାରା ଦିଆଯାଇଥିବା ଠିକଣାରେ ଆସି ସାମଗ୍ରୀ ପହଁଚିଯିବ। ଘରେ ଜିନିଷ ପହଁଚିବା ପରେ ବିଲ୍ ଅନୁଯାୟୀ ଟଙ୍କା ଦେବେ।ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍, ବିଶାଲ ମେଗା ମାର୍ଟ, ଆଧାର ଫ୍ରେସକୁ ହୋମ୍ ଡେଲିଭରି କରିବାକୁ ବିଏମସି ପକ୍ଷରୁ ଅନୁମତି ମିଳିଛି। ଏମାନେ ସକାଳ ୭ଟାରୁ ରାତି ୧୧ଟା ମଧ୍ୟରେ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚାଇବେ।
ଷ୍ଟୋରର ନାମ ଓ ମୋବାଇଲ୍ ନମ୍ବର :- ବିଗ୍ ବଜାର, ସିମ୍ଫୋନୀ ମଲ୍, ପାହାଳ ଧନୁର୍ଜୟ ବେହେରା, ମୋ: ୭୯୭୮୦୫୨୯୦୪ ବିଗ୍ ବଜାର, ପଟିଆ ରାହୁଲ ମୋ: ୯୧୩୬୯୪୯୭୮୫, ୮୪୩୩୯୯୯୭୦୯ ବିଗବଜାର, ଫୋରମ୍ ମାର୍ଟ, ସତ୍ୟନଗର ପବିତ୍ର ମହାନ୍ତି ମୋ: ୮୩୨୭୭୬୫୦୬୭, ୮୯୨୮୯୩୨୦୫୩ ବିଗ୍ ବଜାର, କ୍ରିଷ୍ଣା ପ୍ଲାଜା ଅରୁଣ ପାତ୍ର, ମୋ: ୮୯୨୮୯୮୨୦୪୫ ବିଗ୍ ବଜାର, ଡି.ଏନ୍ ରେଗାଲିଆ, ପାତ୍ରପଡ଼ା ଶୁଭମ୍ ଦାସ, ମୋ: ୭୮୭୩୪୨୧୮୯୮ ବିଗ୍ ବଜାର, ଏସପ୍ଲାନେଡ୍, ରସୁଲଗଡ଼ ନୁର୍ ଅସିଫ୍, ମୋ: ୯୮୨୮୯୩୨୦୪୪ ବିଶାଲ ମେଗାମାର୍ଟ, ପାତ୍ରପଡ଼ା ସୌମ୍ୟ ରଂଜନ, ମୋ: ୮୨୪୯୪୨୭୯୦୦ ବିଶାଲ ରସୁଲଗଡ଼ ରାଜେନ୍ଦ୍ର ସାହୁ, ମୋ: ୯୧୭୮୯୮୪୪୭୭ ବିଶାଲ ମେଗାମାର୍ଟ, ଇନ୍ଦ୍ରଧନୁ ମାର୍କେଟ୍ ସୌମ୍ୟ ରଂଜନ ଦାସ, ମୋ: ୮୨୭୦୫୨୦୮୭୦ ସାଇ ଆଧାର, ମାଉସୀମା' ମନ୍ଦିର, ରଥ ରୋଡ୍ ପ୍ରକାଶ ସାହୁ, ମୋ: ୮୨୪୯୦୯୪୩୪୮ ରିଲାଏନ୍ସ ଫ୍ରେସ୍, ଗୋପବନ୍ଧୁ ଛକ ମନୋରଂଜନ ପୃଷ୍ଟି, ମୋ: ୭୦୦୮୧୯୪୯୧୬ ରିଲାଏନ୍ସ ଫ୍ରେସ୍, ଗଣ୍ଡମୁଣ୍ଡା ସୁମନ ନାୟକ, ମୋ: ୭୯୭୮୦୩୧୭୩୬ ରିଲାଏନ୍ସ ଫ୍ରେସ୍, ୟୁନିଟ୍-୪ ପ୍ରଶାନ୍ତ କୁମାର ନାୟକ, ମୋ: ୮୯୧୭୪୫୦୦୪୦ ରିଲାଏନ୍ସ ସ୍ମାର୍ଟ, ସିଆର୍ପିଏଫ ସୌମ୍ୟ ପତି, ମୋ: ୭୦୦୮୨୧୯୨୫୫ ରିଲାଏନ୍ସ ଫ୍ରେସ୍, ଟଙ୍କପାଣି ରୋଡ୍ ସାହିଲ ନାୟକ, ମୋ: ୯୮୬୧୨୦୭୯୫୭ ରିଲାଏନ୍ସ ଫ୍ରେସ୍, ସମ୍ ହସ୍ପିଟାଲ ସୁଶାନ୍ତ ପ୍ରଧାନ, ମୋ: ୭୦୦୮୯୯୪୪୧୨ ରିଲାଏନ୍ସ ଫ୍ରେସ୍, ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର ଶୈଳେନ୍ଦ୍ର ଜେନା, ମୋ: ୭୦୦୮୯୯୭୪୪୦ ରିଲାଏନ୍ସ ଫ୍ରେସ୍, ସତ୍ୟବିହାର ସୌମ୍ୟରଂଜନ ପଲାଇ, ମୋ: ୯୩୪୮୫୮୭୦୦୮ ରିଲାଏନ୍ସ ଫ୍ରେସ୍, ଗାଲାକ୍ସି ମଲ୍, ରଘୁନାଥପୁର କ୍ଷୀରୋଦ ସାହୁ, ମୋ: ୬୩୭୧୯୨୮୭୨୮ ରିଲାଏନ୍ସସ ଫ୍ରେସ୍, ସାମନ୍ତରାପୁର ସଂଜିତ୍ ପଟ୍ଟନାୟକ, ମୋ: ୭୮୯୪୪୧୭୨୬୦ ରିଲାଏନ୍ସ ଫ୍ରେସ୍, ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର ଶୈଳେନ୍ଦ୍ର ଜେନା, ମୋ: ୭୦୦୮୯୯୭୪୪୦ ରିଲାଏନ୍ସ ଫ୍ରେସ୍, ସହିଦନଗର ଅଭିଷେକ ମହାନ୍ତି, ମୋ: ୭୦୦୮୯୮୬୩୭୯ ରିଲାଏନ୍ସ ସ୍ମାର୍ଟ, ପଟିଆ ଅଂଶୁମାନ ସାହୁ, ମୋ: ୭୮୯୪୪୪୭୮୯୦ ରିଲାଏନ୍ସ ଫ୍ରେସ୍, ବରମୁଣ୍ଡା ପ୍ରଶାନ୍ତ ପଣ୍ଡା, ମୋ: ୭୯୭୮୬୩୦୫୮୮ ରିଲାଏନ୍ସ ଫ୍ରେସ୍, ଜିଜିପି କଲୋନି ନିରଂଜନ ସାହୁ, ମୋ: ୭୩୭୭୪୧୦୧୫୪ ରିଲାଏନ୍ସ ଫ୍ରେସ୍, ଲିୱିସ୍ ପ୍ଲାଜା କୁଂଜରି ରଥ, ମୋ: ୭୦୦୮୯୮୬୩୭୮ ରିଲାଏନ୍ସ ଫ୍ରେସ୍, ମହତାବ୍ ରୋଡ୍ ସୁରଜିତ୍ ଦାସ, ମୋ: ୯୭୭୭୦୪୯୧୫୧ ରିଲାଏନ୍ସ ଫ୍ରେସ୍, କଟକ ରୋଡ୍ ପ୍ରଭାତ ବେହେରା, ମୋ: ୬୩୭୨୫୭୦୦୪୨
