ହକି ବିଶ୍ବକପରେ ଆଜି ଫାଇନାଲ ଫାଇଟ୍
ଆଜି ଅପରାହ୍ନରେ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ, ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ଵର : ଆଜି ଅପରାହ୍ନ ୪ଟା ୩୦ରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଭିଡ଼ିଓ ମେସେଜ ଜରିଆରେ ରାଜ୍ୟବାସୀଙ୍କୁ କୋରୋନା ନେଇ ବାର୍ତ୍ତା ଦେବେ । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ କୌଣସି ବଡ଼ ଘୋଷଣା କରି ପାରନ୍ତି ବୋଲି ଅନୁମାନ କରାଯାଉଛି। କୋରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉନ କଟକଣା ଲାଗୁ ହୋଇଛି। ରାଜ୍ୟ ବାହାରେ ଓଡ଼ିଆ ଶ୍ରମିକମାନେ ଫସି ରହିଛନ୍ତି। ତେଣୁ ପ୍ରବାସୀ ଓଡ଼ିଆଙ୍କୁ ଫେରେଇ ଆଣିବାକୁ ବଡ଼ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି।
Download Argus News App
