ସ୍ଥାନୀୟ ଲୋକେ ଅନ୍ୟ ଡଙ୍ଗା ସହାୟତାରେ ଖୋଜାଖୋଜି କରୁଛନ୍ତି । ବୁଡ଼ି ଥିବା ଡଙ୍ଗାକୁ ଉଦ୍ଧାର କରାଯାଇଥିବା ବେଳେ ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ସେପଟେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ସେମାନଙ୍କ ବୋଟ୍ ଚାଲୁନାହିଁ । ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ଅଧିକ ପଢନ୍ତୁ : ଡଙ୍ଗା ବୁଡ଼ି ୨ ଜଣ ନିଖୋଜ, ଅଗ୍ନିଶମ ବାହିନୀର ଦେଖାନାହିଁ