ଅଧିକ ପଢନ୍ତୁ ଓଡ଼ିଶା ଖବର
କାଲି ଭୋରରୁ ଘରୁ ବାହାରି ଫେରି ନ ଥିଲେ, ଆଜି ଦ୍ଵିପ୍ରହରରେ ମିଳିଲା ମୃତଦେହ । ଜଙ୍ଗଲରେ ଗାଈ ଚରାଉଥିବା ଲୋକେ ରାଇଘର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ ।
ଅର୍ଗସ ବ୍ୟୁରୋ : ଜଙ୍ଗଲରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନବରଙ୍ଗପୁର ଜଙ୍ଗଲରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ରାଇଘର ଥାନା ଅଧୀନ ଏକ ଜଙ୍ଗଲରୁ ଯବାନ ରତିରାମ ଗଣ୍ଡଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି ।