ଅଧିକ ପଢନ୍ତୁ : ଛାତ୍ରଛାତ୍ରୀମାନେ ଗଢ଼ିଲେ ତେଜପତ୍ରରେ ନିଆରା ବିଘ୍ନେଶ୍ୱର ମୂର୍ତ୍ତି
ଗଜାନନଙ୍କ ବାହାନ ଭାବେ ମୂଷା ମଧ୍ୟ ଶୋଭା ପାଉଥିଲା । କିନ୍ତୁ ମୂଷା ହୋଇଥିଲା ନଡିଆରେ । ପ୍ରସାଦ ହିସାବରେ ଗ୍ରୀନ ଗଛ ମଧ୍ୟ ଦିଆଯାଉଥିଲା । ଯାହା ଫରେଷ୍ଟ ପାର୍କରେ ପୂଜା ହୋଇଥିଲା । ଏହା ସହ ଲିଟିଲ ଗଣେଶ ସବୁ ଲୋକଙ୍କୁ ଆକୃଷ୍ଟ କରିଥିଲା । ଯିଏ ଏକ ପ୍ଲାଗ କାର୍ଡରେ ସଚେତନ ବାର୍ତ୍ତା ଦେବା ସହ ବକୁଳ ବନର ଏହି ପ୍ରୟାସକୁ ସବୁ ଆଡେ ପଂହଂଚାଉଥିଲା ।
ଏହା ସହ ଏକ ଆର୍ଟ ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ଯେଉଁଥିରେ ସୋରିଷ, ଚାଉଳ, ଡାଲି, ମୁଗ ଏ ସବୁରେ ସୁନ୍ଦର ସୁନ୍ଦର ଗଣେଶ ଆର୍ଟ ମଧ୍ୟ ପ୍ରସ୍ତୁତ ହୋଇଥଲା । ଫାଉଣ୍ଡେସନ ଫାଉଣ୍ଡର କହିବା କଥା ଲୋକ କେବଳ ଗଛର ଉପକାରୀତା ନୁହେଁ, ବରଂ ଏହା ଆମ ଜିଇଁବାର ଏକ ଅଂଶ ବୋଲି କହିଛନ୍ତି ।