ଖାଲି ଏତିକି ନୁହେଁ ପାଣି ପାଇଁ ଗ୍ରାମବାସୀ ପୋଖରୀ ଉପରେ ନିର୍ଭର କରୁଛନ୍ତି। ତେବେ ଯଦିଓ ଗାଁରେ ଗୋଟିଏ ନଳକୂପ ରହିଛି ହେଲେ ସେଥିରୁ ଗୋଳିଆ ପାଣି ବାହାରୁଛି। ଖାଲି ଏତିକି ନୁହେଁ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପାଣି ନଥିବା ବେଳେ ଗୃହ ପାଳିତ ପଶୁ ମଧ୍ୟ ସଠିକ୍ ଭାବେ ପାଣି ପାଇ ପାରୁ ନାହାଁନ୍ତି। ସେପଟେ କିନ୍ତୁ ପମ୍ପ ହାଉସରୁ ଅନବରତ ପାଣି ନଷ୍ଟ ହେଉଥିବା ବେଳେ ଶୋଷରେ ଛାଟି ପିଟି ହେଉଛନ୍ତି ଗ୍ରାମବାସୀ।
ଅଧିକ ପଢନ୍ତୁ ଓଡିଶା ଖବର