କେନ୍ଦ୍ରାପଡ଼ା ଜିଲ୍ଲାରେ ଉତ୍କଟ ରୂପ ନେବାକୁ ଯାଉଛି ପାନୀୟଜଳ ସଙ୍କଟ !
ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ସୁନ୍ଦରଗଡ଼ : ସଦର ଥାନା ତିନିକୁଡ଼ି ଗାଁରେ ଗତକାଲି ବିଳମ୍ଵିତ ରାତ୍ରୀରେ ଏକ ଅମାନୁଷିକ କାଣ୍ଡ ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପୁଅ। ଫଳରେ ଘଟଣାସ୍ଥଳରେ ବାପା ମୃତ୍ୟୁବରଣ କରିଛି। ଅଭିଯୁକ୍ତ ପୁଅକୁ ଏବେ ପୋଲିସ ଅଟକ ରଖିବା ସହ ମୃତଦେହ ଜବତ କରି ତନାଘନା କରୁଛି।
Download Argus News App
