Odisha Parba | ଦିଲ୍ଲୀର ଓଡିଆ ପର୍ବରେ ଆହେ ନୀଳ ଶଇଳ ଟିମ୍
ପୋଲିସ ବାଣ୍ଟିଲା ଖାଦ୍ୟ ସାମଗ୍ରୀ
ଭୁବନେଶ୍ୱର: ବାହାର ରାଜ୍ୟରୁ ଆସି ଓଡ଼ିଶାରେ ରହିଥିବା ୪୩ ଶ୍ରମିକମାନଙ୍କୁ କଟକ କମିଶନରେଟ ପୋଲିସର ଜୋନ୍ ୨ ଏସିପି ଓ ଦରଘାବଜାର ଥାନା ଅଧିକାରୀଙ୍କ ସହଯୋଗରେ ସାମଗ୍ରୀ ବଣ୍ଟନ କରାଯାଇଛି ।
ଏହି ସାମଗ୍ରୀ ମଧ୍ୟରେ ଚାଉଳ, ଡାଲି, ଚୂଡ଼ା ଓ ଆଳୁ ରହିଥିଲା । ଲକ ଡାଉନ ପରଠାରୁ ଏହି ଅଣ ଓଡିଆ ଶ୍ରମିକମାନେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ପୋଲିସ ଦ୍ୱାରା ବଣ୍ଟାଯାଇଥିବା ଖାଦ୍ୟ ପୁଡ଼ିଆ ପାଇବା ପରେ ସେମାନେ ଖୁସି ବ୍ୟକ୍ତ କରିଛନ୍ତି ।
Download Argus News App
