ଅଧିକ ପଢନ୍ତୁ : ଅଗ୍ନିବୀର ତାଲିମରେ ସାମିଲ ହେଲେ ମହିଳା
ଓଡିଶା ପକ୍ଷରୁ ଯୁବ ତାରକା ଦୀପସାନ ତ୍ରିର୍କୀ ନଜର ଆସିଥିବା ବେଳେ ଭାରତୀୟ ନୌସେନା ଦଳ ପକ୍ଷରୁ ଆଶିଷ ଟପନୋ ପ୍ରମୁଖ ନଜର ଆସିଥିଲେ। ଏହି ମ୍ୟାଚରେ ଭାରତୀୟ ନୌସେନା ଦଳ ଓଡିଶା ହକି ଦଳକୁ 2-1 ଗୋଲରେ ପରାସ୍ତ କରିଛି। ଉପସ୍ଥିତ ଥିବା ଅଗ୍ନିବୀର ମାନେ ଏହି ମ୍ୟାଚକୁ ବେଶ ଉପଭୋଗ କରିଥିବା କହିଛନ୍ତି।