ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀଙ୍କଠୁ ନେଉଥିଲେ ସାଢ଼େ ୪ ହଜାର ଟଙ୍କା ଲାଞ୍ଚ
by The Argus
ମାଲକାନଗିରି: ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର । ମାଲକାନଗିରି ଆଇସିଡିଏସ୍ର ସୁପରଭାଇଜର ଗୀତାଞ୍ଜଳି ସ୍ୱାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଆଜି ସେ ଜଣେ ଅଙ୍ଗନବାଡ଼ି...