ପୋଲିସ କେଉଁ ଉଦ୍ଦେଶ୍ୟରେ ପ୍ରକାଶ ନାୟକଙ୍କୁ ଗିରଫ କଲା,ପୋଲିସ ଜାଣିନି
ମାଓବାଦୀ ଓ ଏସଓଜି ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ, ସର୍ଚ୍ଚ ଅପରେସନ୍ ଜାରି
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ମାଓବାଦୀ ଏବଂ ଏସଓଜି ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି । ଏହି ସମୟରେ ବିପୁଳ ମାତ୍ରାରେ କ୍ୟାମ୍ପ ସାମଗ୍ରୀ ଜବତ କରାଯାଇଛି । ସର୍ଚ୍ଚ ଅପରେସନ୍ ତୀବ୍ର ହୋଇଛି ଏବଂ ମାଓବାଦୀମାନଙ୍କୁ ଖୋଜା ଚାଲିଛି ବୋଲି କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଆଜି ଭୋର ସମୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଯୁଗସାଇପାଟଣା ଅଞ୍ଚଳରେ ମାଓବାଦୀ ଏବଂ ଏସଓଜି ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
Download Argus News App
