ଲୋକସେବା ଭବନର 5 ନମ୍ବରର ଗେଟରେ ଏହି ବ୍ୟବସ୍ତା କରାଯାଇଛି । ତେବେ ଅତ୍ୟାଧୁନିକ ପ୍ରଣାଳୀରେ ଆରମ୍ଭ ହୋଇଥିବା ଏହି ସାନିଟାଇଜର ମେସିନକୁ ମୋ ସାନିଟାଇଜର ସୁଡ଼ଙ୍ଗ ନାମରେ ନାମକରଣ କରାଯାଇଛି । ଲୋକସେବା ଭବନର ସମସ୍ତ କର୍ମଚାରୀଙ୍କ ପ୍ରସ୍ଥାନ ଓ ପ୍ରବେଶ ସମୟରେ ଏହି ଅତ୍ୟାଧୁନିକ ସାନିଟାଇଜର ବ୍ୟବସ୍ତାର ବ୍ୟବହାର କରାଯିବା ସହ ଏହାକୁ କଡାକଡି ପାଳନ କରିବାକୁ କୁହାଯାଇଛି ।