ଅଧିକ ପଢନ୍ତୁ : ଆଜିଠୁ ପୁଣି ସକ୍ରିୟ ହେବ ପଶ୍ଚିମାଝଡ଼
ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମାର୍ଚ 29 ଯାଏ ବର୍ଷା ସମ୍ଭାବନା ରହିଛି । ତେବେ 30ରେ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ନେଇ ଅନୁମାନ କରାଯାଉଛି । ଅପରପକ୍ଷେ ଝଡ଼ ବର୍ଷା ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC । ଲୋକଙ୍କୁ ସଚେତନ କରିବା ସହ ଅଘଟଣ ଏଡ଼ାଇବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।