ଆଜି କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଆଭ୍ୟାନ୍ତରୀଣ ଓଡିଶାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ଷା ଋତୁ ଚାଲିଥିବାବେଳେ ଚଳିତ ଥର ରାଜ୍ୟରେ କମ୍ ବର୍ଷା ହୋିଥିବା ଦେଖିବାକୁ ମିଳିଛି । ପୁଣି ତରେ ମୌସୁମୀ ସକ୍ରିୟ ହେବା ପରେ ବର୍ଷା ହେବ ବୋଲି ସୂଚନା ମିଳିଛି ।