୧୪୯ଙ୍କ ମଧ୍ୟରୁ ଗଞ୍ଜାମରୁ ୪୯, ଖୋର୍ଦ୍ଧାରୁ ୨୪, ମୟୁରଭଞ୍ଜରୁ ୧୪, କଟକରୁ ୧୩, କଳାହାଣ୍ଡିରୁ ୬, କେନ୍ଦ୍ରାପଡ଼ାରୁ ୬, ରାୟଗଡ଼ାରୁ ୫, ଅନୁଗୁଳରୁ ୪, ଝାରସୁଗୁଡ଼ାରୁ ୪, ସୁନ୍ଦରଗଡ଼ରୁ ୪, ବଲାଙ୍ଗିରରୁ ୩, ଭଦ୍ରକରୁ ୩, ଯାଜପୁରରୁ ୩, ପୁରୀରୁ ୩, ବାଲେଶ୍ୱରରୁ ୨, ଜଗତସିଂହପୁରୁ ୨, ନୟାଗଡ଼ରୁ ୨, ବରଗଡ଼ ଓ କୋରାପୁଟରୁ ଜଣେ ଲେଖାଁଏ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଆଜି ସକାଳେ ରାଜ୍ୟରୁ ୨୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମଣ ।
ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନଗୁଳରୁ ୧, ବାଲେଶ୍ଵରରୁ ୨୪, ବରଗଡ଼ରୁ ୧, ବଲାଙ୍ଗିରରୁ ୭, ବୌଦ୍ଧରୁ ୩, କଟକରୁ ୧୨, ଦେବଗଡ଼ରୁ ୧, ଗଜପତିରୁ ୧, ଗଞ୍ଜାମରୁ ୯୫, ଜଗତସିଂହପୁରରୁ ୧, ଯାଜପୁରରୁ ୨୨, ଝାରସୁଗୁଡ଼ାରୁ ୧୦, କେଉଁଝରରୁ ୧, ଖୋର୍ଦ୍ଧାରୁ ୨୧, କୋରାପୁଟରୁ ୧, ମୟୁରଭଞ୍ଜରୁ ୨, ନୟାଗଡ଼ରୁ ୫, ପୁରୀରୁ ୪, ସୁନ୍ଦରଗଡ଼ରୁ ୧୭ ଜଣ ଅଛନ୍ତି ।