ଏହାସହ ଉକ୍ତ ଡାକ୍ତରଙ୍କର ସହ ମିଳାମିଶା କରିଥିବା 6 ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ ହୋମ କ୍ଵାରେଣ୍ଟିଇନକୁ ପଠାଇଛି ବାଙ୍କି ପ୍ରଶାସନ । ଏଥିସହ ଚିକତ୍ସାଳୟ ପରିସରକୁ ସାନିଟାଇଜ କରାଯାଇଛି । କେବଳ ଜରୀରୀକାଳୀନ ରୋଗୀଙ୍କ ଅନୁମତି ରହିଛି।
ସିଲ୍ ହେଲା ବାଙ୍କୀ ମୁଖ୍ୟ ଚିକିତ୍ସାଳୟ
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
