ଜଗା ଶରଣରେ ପଶିଲେ ହ୍ୟୁମାନ ସାଗର
ଆଜି ରାଜଧାନୀରୁ ୫୧ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଅର୍ଗସ ବ୍ୟୁରୋ : ରାଜଧାନୀରେ ଆଜି ୫୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ୩୫ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୬ ଜଣ ସ୍ଥାନୀୟ ସଂକ୍ରମଣ। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୬୯କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୩୬୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୯୭ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିଭଳି ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଏନେଇ ଟ୍ଵିଟ୍ କରି ସୂଚନା ଦିଆଯାଇଛି।
ଅଫୁଟା ବାଣ ଫୁଟି 4 ନାବାଳକ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କନକପୁର ଗାଁରେ ଅଘଟଣ । ଅଫୁଟା ବାଣରେ ନିଆଁ ଲଗାଉ ଥିବାବେଳେ ବାଣ ବିସ୍ଫୋରଣ ଘଟି 4 ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚନ୍ଦନ ଯାତ୍ରାରେ ବ୍ୟବହୃତ ଅଫୁଟା ବାଣକୁ ସଂଗ୍ରକ କରି 4 ଜଣ ନାବାଳକ ସେଥିରୁ ବାରୁଦ ବାହାର କରି ନିଆଁ ଲଗାଉ ଥିବା ବେଳ
Download Argus News App
