ତେବେ ଦେଖିବାକୁ ଗଲେ ଅପ୍ରେଲ ମାସରେ କେବଳ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେ ମାସରେ 6, ଜୁନ ମାସରେ 18 ଜଣଙ୍କର କରୋନାରେ ଜୀବନ ଯାଇଛି। ରାଜ୍ୟରେ ସମୁଦାୟ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଗଂଜାମରୁ 14, ଭୁବନେଶ୍ୱରରୁ 3, ଖୋର୍ଦ୍ଧାରୁ 2, କଟକରୁ 4, ପୁରୀରୁ 1, ଓ ବରଗଡ଼ରୁ ଜଣେ ରହିଛନ୍ତି। ସୂଚନାନୁଯାୟୀ, ବର୍ତ୍ତମାନ ରାଜ୍ୟର ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 7065ରେ ପହଞ୍ଚିଛି।
ଜଟିଳ ହେଉଛି ଜୁନ ମାସ, ଚଳିତ ମାସରେ 18 ଜଣଙ୍କ କରୋନାରେ ମୃତ୍ୟୁ
Download Argus News App
