ଆଜି ରାଜ୍ୟରେ ପୁଣି ୨୦୬ କୋରୋନୋ ପଜିଟିଭ ଚିହ୍ନଟ ହୋଇଥିଲେ । ସେଥି ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୨ ଟି କେସ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୧୪ । ଦିନକୁ ଦିନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।
କୋରୋନା ନେଲା ଆଉ 2 ଜୀବନ
Download Argus News App
