ବିଭିନ୍ନ କଲେଜରେ ସିଟିଂ ଅନୁଯାୟୀ ପରୀକ୍ଷା ହେବ। ଚଳିତ ଥର ବିଜେବି କଲେଜରେ ପ୍ରଥମ ସିଟିଂ ୧୦ଟାରୁ ଅପରାହ୍ନ ୧ ଏବଂ ଦିନ ୩ରୁ ୫ ଯାଏ ୨ୟ ସିଟିଂରେ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଆଡମିଟ କାର୍ଡ ନେଇ ପରୀକ୍ଷା ହଲକୁ ୩୦ ମିନିଟ ପୁର୍ବରୁ ପ୍ରବେଶ କରିବେ ଛାତ୍ର ଛାତ୍ରୀ ।
+୨ ପ୍ରାକ୍ଟିକାଲ ପରୀକ୍ଷା ଫେବୃୟାରୀ ୧ରୁ
Download Argus News App
