ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନଗୁଳରୁ 1, ବାଲେଶ୍ଵରରୁ 24, ବରଗଡ଼ରୁ 1, ବଲାଙ୍ଗିରରୁ 7, ବୌଦ୍ଧରୁ 3, କଟକରୁ 12, ଦେବଗଡ଼ରୁ 1, ଗଜପତିରୁ 1, ଗଞ୍ଜାମରୁ 95, ଜଗତସିଂହପୁରରୁ 1, ଯାଜପୁରରୁ 22, ଝାରସୁଗୁଡ଼ାରୁ 10, କେଉଁଝରରୁ 1, ଖୋର୍ଦ୍ଧାରୁ 21, କୋରାପୁଟରୁ 1, ମୟୁରଭଞ୍ଜରୁ 2, ନୟାଗଡ଼ରୁ 5, ପୁରୀରୁ 4, ସୁନ୍ଦରଗଡ଼ରୁ 17 ଜଣ ଅଛନ୍ତି।
ତେବେ ରାଜ୍ୟରେ ଏଯାବତ୍ 274672 ସାମ୍ପୁଲ ପରୀକ୍ଷଣ ହୋଇଛି। ରାଜ୍ୟରେ ଏଯାବତ୍ 7545 ଆକ୍ଟିଭ୍ କେସ୍ ଥିବା ବେଳେ 5353 ସୁସ୍ଥ ହୋଇ ଘରକୁ ଫେରିଲେଣି। ସେପଟେ ରାଜ୍ୟରେ ଏଯାଏଁ 2157 ଆକ୍ଟିଭ୍ କେସ୍ ରହିଛି।