କେବଳ ପେଟ୍ରୋଲ ପମ୍ପ, ଦୁଗ୍ଧ ଦୋକାନକୁ ଛାଡିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ରାସ୍ତା ଘାଟ ଶୂନଶାନ ଦେଖିବାକୁ ମିଳିଛି । ପ୍ରଶାସନର ନିଷ୍ପତିକୁ ମାନି କେହି ଘରୁ ବାହାରୁନଥିବା ଦେଖିବାକୁ ମିଳିଛି ।
କରଞ୍ଜିଆ ସହରକୁ ଏନଏସି ତରଫରୁ 24 ଘଣ୍ଟିଆ ସଟଡାଉନ ଘୋଷଣା

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରକୁ ଏନଏସି ତରଫରୁ 24 ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ଦିନକୁ ଦିନ ଗ୍ରାମଞ୍ଚଳରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମଣ । ଆଜି ସାପ୍ତାହିକ ହାଟ ଥିବାରୁ ଏବଂ ଗ୍ରାମଞ୍ଚଳରୁ ହାଟକୁ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଲୋକେ ଆସିଥାନ୍ତି । ଏବଂ କୋଭିଡି -19ର ନିୟମକୁ ମାନୁନଥିବାରୁ ଏବଂ ସାମଜିକ ଦୂରତା ରଖୁନଥିବାରୁ ଏହାକୁ ଦୃଷ୍ଟିରେ ରଖି କରଞ୍ଜିଆ ଏନଏସି ପ୍ରଶାସନ ତରଫରୁ 24 ଘଣ୍ଟିଆ ସଟଡାଉନ କରାଯାଇଛି ।
ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ : ହାଇଦ୍ରାବାଦର ଇଂଲିଶ ଆଣ୍ଡ୍ ଫରେନ୍ ଲାଙ୍ଗୁଏଜସ ୟୂନିଭର୍ସିଟିରେ ଏକ ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ସେହି ୟୂନିଭର୍ସିଟିରେ ଓପନ୍ ଲର୍ଣ୍ଣିଂ ରିସୋର୍ସ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି
Download Argus News App
