ଭୁବନେଶ୍ୱର: ରାଜ୍ୟରେ ପୁଣି ନୂଆ 264 କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ସେଥି ମଧ୍ୟରୁ 234 କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 30ଟି ଲୋକାଲ କେସ ରହିଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା 15, ଝାରସୁଗୁଡାରୁ 18, କୋରାପୁଟ 1, ଯାଜପୁରରୁ 41, କେନ୍ଦୁଝର 25, ମାଲକାନଗିରି 2, ଭଦ୍ରକ 1, କନ୍ଧମାଳ 1, ବରଗଡ଼ 18, ନୂଆପଡାରୁ 1, ବାଲେଶ୍ୱରରୁ 12, ଅନୁଗୁଳ 4, ଜଗତସିଂହପୁର 4, ଗଞ୍ଜାମ 76, ନୟାଗଡ଼ 2, ଗଜପତିରୁ 1, ପୁରୀ 7 ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ 6 ହଜାର 6 ଶହ 14 । ଆଜି ସର୍ବାଧିକ ଆକ୍ରାନ୍ତ ଗଞ୍ଜାମରୁ ଚିହ୍ନଟ ।